ହଁ, ଡେଲିହଣ୍ଟରେ ଏହି ଫିଚର ଉପଲବ୍ଧ ରହିଛି । ଏହା ପାଇବା ପାଇଁ ନିମ୍ନଲିଖିତ ଷ୍ଟେପ୍‌ ଅନୁକରଣ କରନ୍ତୁ ।

ଯେକୌଣସି ନ୍ୟୁଜ୍‌ ଆର୍ଟିକିଲ ଖୋଲନ୍ତୁ ଏବଂ ଏହାପରେ 3-ଡଟ୍ ଉପରେ ଟ୍ୟାପ୍‌ କରନ୍ତୁ, ଏହାପରେ ଆପଣ ସେଭ୍‌ ଷ୍ଟୋରୀ ଅପ୍‌ସନ୍‌ ପାଇବେ । ଏହା ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଏହା ପ୍ରୋଫାଇଲ ସେକ୍‌ସନ୍‌ ଅଧୀନରେ ଥିବା ସେଭ୍‌ଡ୍‌ ଆର୍ଟିକିଲରେ ସେଭ ହେବ । ଏହି ସେଭଡ୍‌ ଆର୍ଟିକିଲକୁ ଅଫ୍‌ଲାଇନରେ ବି ପଢିହେବ ।

କୌଣସି ସହାୟତା/ସାହାଯ୍ୟ ଲାଗି ଆମକୁ YourFriends@Dailyhunt.inରେ ଇମେଲ କରନ୍ତୁ ।