ହଁ, ଆପଣ ଠିକ୍ କଥା ଶୁଣିଛନ୍ତି । ଆମେ ଲାଇଭ୍‌ ଟିଭି ଚ୍ୟାନେଲକୁ ଡେଲିହଣ୍ଟ ଆପ୍‌ରେ ଆଡ୍‌ କରିଛୁ ।

ତେଣୁ ଦୟାକରି ନିମ୍ନଲିଖିତ ଷ୍ଟେପ୍‌ ଅନୁକରଣ କରି ଡେଲିହଣ୍ଟ ଆପ୍‌ର ଲାଟେଷ୍ଟ ଭର୍ସନକୁ ଅପଡେଟ୍‌ କରନ୍ତୁ ।

ଡେଲିହଣ୍ଟ ଆପ୍‌ ଖୋଲନ୍ତୁ>> ଟିଭି ଆଇକନ ଉପରେ ଟ୍ୟାପ୍‌ କରନ୍ତୁ>> ଲାଇଭ ଟିଭି>> ଆପଣ ପସନ୍ଦ କରୁଥିବା ଚ୍ୟାନେଲ ଓ ଟପିକ୍‌ ଚୟନ କରନ୍ତୁ>> ନିଜ ପ୍ଲେ-ଲିଷ୍ଟରେ ଏହାକୁ ଆଡ୍‌ କରନ୍ତୁ ।

ଆମେ ଆଶା କରୁଛି ଆପଣ ଡେଲିହଣ୍ଟରେ ନ୍ୟୁଜ୍‌ ଦେଖିବାର ମଜା ଉଠାଉଥିବେ ।

କୌଣସି ସହାୟତା/ସହଯୋଗ, ଯୋଗାଯୋଗ ଲାଗି ଆମକୁ ଇମେଲ୍‌ କରନ୍ତୁ YourFriends@Dailyhunt.in