ବର୍ତ୍ତମାନ, ଡେଲିହଣ୍ଟ ଆପ୍‌ ଜରିଆରେ ପ୍ରୋଫାଇଲ ପରିବର୍ତ୍ତନ କରିବା ଲାଗି ଆମ ପାଖରେ କଣସି ଅପ୍‌ସନ ନାହିଁ । ଆପଣ DH କ୍ରିଏଟର ପୋର୍ଟାଲ ଜରିଆରେ ପ୍ରୋପାଇଲ ପିକ୍‌ଚର ପରିବର୍ତ୍ତନ କରିପାରିବେ । https://dhcreator.dailyhunt.in/ ଯାଆନ୍ତୁ>> ପ୍ରୋଫାଇଲ ଉପରେ କ୍ଲିକ୍‌ କରନ୍ତୁ>> ଏକ ନୂଆ ପ୍ରୋଫାଇଲ ପିକ୍‌ଚର ଅପଲୋଡ୍‌ କରନ୍ତୁ>> ସମ୍ମଟ୍‌
ଆଶା କରୁଛି ଆପଣ DH କ୍ରିଏଟରର ମଜା ନେଉଥିବେ ।
କୌଣସି ସାହାଯ୍ୟ ଓ ସହଯୋଗ ଲାଗି creators@dailyhunt.inରେ ଇ-ମେଲ ପଠାନ୍ତୁ ।