ହଁ, ଆପଣ କରିପାରିବେ । ତଳେ ଦିଆଯାଇଥିବା ପାଥ୍‌ ଫଲୋ କରନ୍ତୁ ।
ପବ୍ଲିସଡ୍ ପୋଷ୍ଟ ଉପରେ କୃସର ହୋଭର କର>> ଏଡିଟ୍‌ ଉପରେ କ୍ଲିକ୍‌ କର>> ଆବଶ୍ୟକ ଅନୁସାରେ ପରିବର୍ତ୍ତନ କର>> ପବ୍ଲିସ ଉପରେ କ୍ଲିକ୍‌ କର