ବର୍ତ୍ତମାନ, ଏକ ନିର୍ଦ୍ଧିଷ୍ଟ ନ୍ୟୁଜ୍‌ପେପରକୁ ବ୍ଲକ କରିବା ଲାଗି ଫିଚର ଆମ ପାଖରେ ଅଛି । ଏହା କରିବା ପାଇଁ ନିମ୍ନଲିଖିତ ଷ୍ଟେପ୍‌ସ ଅନୁକରଣ କରନ୍ତୁ ।

ନିର୍ଦ୍ଧିଷ୍ଟ ନ୍ୟୁଜ୍‌ ସୋର୍ସରୁ କୌଣସି ଏକ ଆର୍ଟିକିଲ ଖୋଲନ୍ତୁ>> ଡାହାଣପଟ ଶୀର୍ଷରେ ଥିବା ତିନିଟି ଡଟ୍‌ ଉପରେ ଟ୍ୟାପ୍‌ କରନ୍ତୁ ଏବଂ ବ୍ଲକ୍‌ କରିବାକୁ ଚାହୁଁଥିବା ନ୍ୟୁଜ୍‌ ପେପରକୁ ସିଲେକ୍ଟ କର