କ୍ରିଏଟର୍

ମୋର DH ପ୍ଲାଟଫର୍ମରେ ଦୁଇଟି ଆକାଉଣ୍ଟ ରହିଛି । ଉଭୟ ପାଇଁ ମୁଁ ସମାନ ବ୍ୟାଙ୍କ ଡିଟେଲ୍ସ ପ୍ରଦାନ କରିପାରିବି ।
ଆମର ନୂଆ କମ୍ୟୁନିକେସନ ଗାଇଡ୍‌ଲାଇନ ଅନୁସାରେ, ସମାନ ବ୍ୟାଙ୍କ ଡିଟେଲ୍ସ ପ୍ରଦାନ କରି ଆପଣ ଏହି ପ୍ଲାଟଫର୍ମରେ ଗୋଟିଏରୁ ଅଧିକ ଆକାଉଣ୍ଟରେ ସାମିଲ କରିପାରିବେ ନି । ଯଦି ଏପରି କିଛି ଆମ ଦୃଷ...
କେତେବେଳେ ମୁଁ ଇନଭଏସ ପାଇବି?
ଦୟାକରି ଧ୍ୟାନ ଦିଆନ୍ତୁ, ଫେସବୁକ୍‌, ଟ୍ବିଟର ପରି DH କ୍ରିଏଟର ଏକ ସୋସିଆଲ ପ୍ଲାଟଫର୍ମ, ଯାହା ଆପଣଙ୍କୁ ଇନଫ୍ଲୁଏନସର କିମ୍ବା କ୍ରିଏଟର ହେବାରେ ସହୟାତା କରିଥାଏ । ଜଣେ କ୍ରିଏଟର ଭାବ...
OTP ଭେରିଫିକେସନ ପାଇଁ କଣ ମୁଁ ଅନ୍ୟ କାହାର ମୋବାଇଲ ନମ୍ବର ବ୍ୟବହାର କରିପାରିବି?
ହଁ, OTP ଭେରିଫିକେସନ ପାଇଁ ଆପଣ ଅନ୍ୟର ଫୋନ୍‌ ନମ୍ବର ବ୍ୟବହାର କରିପାରିବେ ।   କୌଣସି ସାହାଯ୍ୟ ଓ ସହଯୋଗ ଲାଗି  [email protected]ରେ ଇ-ମେଲ ପଠାନ୍ତୁ ।