ଦୟାକରି ଧ୍ୟାନ ଦିଆନ୍ତୁ, ଫେସବୁକ୍, ଟ୍ବିଟର ପରି DH କ୍ରିଏଟର ଏକ ସୋସିଆଲ ପ୍ଲାଟଫର୍ମ, ଯାହା ଆପଣଙ୍କୁ ଇନଫ୍ଲୁଏନସର କିମ୍ବା କ୍ରିଏଟର ହେବାରେ ସହୟାତା କରିଥାଏ ।
ଜଣେ କ୍ରିଏଟର ଭାବେ ଆଗକୁ ବଢିବା ଲାଗି ଡେଲିହଣ୍ଟ ଆପଣଙ୍କୁ ଏକ ସୁସ୍ଥ ଇକୋସିଷ୍ଟମ ପ୍ରଦାନ କରିଥାଏ । ଏହି ଯାତ୍ରାରେ ସାଲେରୀ କିମ୍ବା ପେମେଣ୍ଟ ପରି କିଛି ନାହିଁ । ଆମେ ଯାହା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛୁ ତାହା ହେଉଛି ବୃହତ ଅନୁପ୍ରବେଶ ସହିତ ଏକ ବ୍ୟାପକ ବିସ୍ତାର |
ତଥାପି, ଆମେ ସତରେ କଠିନ ପରିଶ୍ରମକୁ ପ୍ରଶଂସା କରୁ ଯାହା ଭଲ ଏବଂ ଅରିଜନାଲ ଆର୍ଟିକିଲ ସୃଷ୍ଟି ପାଇଁ ଆବଶ୍ୟକ, ଯାହାକୁ ଆମେ ତୁମ କଣ୍ଟେଣ୍ଟ କାର୍ଯ୍ୟଦକ୍ଷତା ଉପରେ ଆଧାର କରି କୃତଜ୍ଞତାର ଟୋକନ୍ ଆକାରରେ ଦେଇଥାଉ, ଗୁଣବତ୍ତା ପାରାମିଟର ଯାହା କେବଳ କମ୍ପାନୀର ବିବେଚନାରେ ଆସେ | ।
ଆମକୁ ନିମ୍ନଲିଖିତ ପାରାମିଟରଗୁଡିକ ଉପରେ ନଜର ରଖିବାକୁ ପଡିବ: 1) ଅପଲୋଡ ହୋଇଥିବା କଣ୍ଟେଣ୍ଟର ସଂଖ୍ୟା 2) କଣ୍ଟେଣ୍ଟ କ୍ବାଲିଟି 3)ଆମ ୟୁଜର ଆପଣଙ୍କ କଣ୍ଟେଣ୍ଟକୁ ନେଇ କଣ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଯଦି ଜଣେ କ୍ରିଏଟର ଭାବେ ଆପଣ ଉପରୋକ୍ତ ପାରାମିଟର ପୂରଣ କରୁଛନ୍ତି, ତେବେ ଆମେ ଆପଣଙ୍କ ଲାଗି ବ୍ୟାଙ୍କ ଡିଟେଲ ସମ୍ମିଟ କରିବା ନେଇ ଅପ୍ସନକୁ ସକ୍ଷମ କରିବା ଉପରେ ବିଚାର କରିବୁ । ବର୍ତ୍ତମାନ ମନେ ରଖନ୍ତୁ ଏବେ ଆମେ ଆପଣଙ୍କୁ ପେଡ୍ କ୍ରିଏଟର ଭାବେ ବିଚାର କରିବା ଅବସଥାରେ ନାହୁଁ ।
କୌଣସି ସହାୟତା ପାଇଁ creators@Dailyhunt.inରେ ଯୋଗାଯୋଗ କରନ୍ତୁ ।
କେତେବେଳେ ମୁଁ ଇନଭଏସ ପାଇବି? Afdrukken
Was dit antwoord nuttig? Ja Nee
Feedback versturenSorry dat we u niet kunnen helpen. Help ons om dit artikel te verbeteren met uw feedback.