ହଁ, ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡେଲିହଣ୍ଟରୁ ଆର୍ଟିକିଲ ସେୟାର କରପାରିବେ । ଦୟାକରି ଏହି ଷ୍ଟେପ୍‌ ଅନୁକରଣ କରନ୍ତୁ ।
- ଡୋଲିହଣ୍ଟ ଆପର୍‌ ନିଜ ପ୍ରୋଫାଇଲକୁ ଯାଆନ୍ତୁ
- ପୋଷ୍ଟର ଥମ୍ବନେଲ୍‌ ସହ ଲାଗିଥିବା ତିନିଟି ଭର୍ଚିକାଲ ଡଟ୍‌ ଉପରେ କ୍ଲିକ କରନ୍ତୁ
- ସେୟାର ଉପରେ କ୍ଲିକ କରନ୍ତୁ

ଆଶା କରୁଛି ଆପଣ DH କ୍ରିଏଟରର ମଜା ନେଉଥିବେ ।
କୌଣସି ସାହାଯ୍ୟ ଓ ସହଯୋଗ ଲାଗି
creators@dailyhunt.inରେ ଇ-ମେଲ ପଠାନ୍ତୁ ।