ହଁ, DH କ୍ରିଏଟର ପୋର୍ଟାଲରୁ ଆପଣ ବାୟୋ ପରିବର୍ତ୍ତନ କରିପାରିବେ । DH କ୍ରିଏଟର ପୋର୍ଟାଲର ପ୍ରୋଫାଇଲକୁ ଯାଆନ୍ତୁ>> ନୂଆ ବାୟୋ ଆଡ୍‌ କରନ୍ତୁ>> ସମ୍ମିଟ୍‌
ଆଶା କରୁଛି ଆପଣ DH କ୍ରିଏଟରର ମଜା ନେଉଥିବେ ।
କୌଣସି ସାହାଯ୍ୟ ଓ ସହଯୋଗ ଲାଗି creators@dailyhunt.inରେ ଇ-ମେଲ ପଠାନ୍ତୁ ।