ଡେଲିହଣ୍ଟ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ, ଏଠାରେ ଆମେ ଆପଣଙ୍କୁ କୋଟି କୋଟି ୟୁଜରଙ୍କ ନିକଟରେ ପହଞ୍ଚିାରେ ସହଯୋଗ କରିବୁ, ଯେଉଁମାନେ ଆପଣଙ୍କ କଣ୍ଟେଣ୍ଟକୁ ନେଇ ଆପଣଙ୍କ ସହ ସମ୍ପର୍କରେ କରିବ ।
ସେଯାହା ବି ହେଉ, ଏକ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଯେଉଁ ପରିଶ୍ରମ ଆପଣ କରିଥାନ୍ତି, ତାହାକୁ ଆମେ ପ୍ରଶଂସା କରୁଛୁ, ଏବଂ କୃତଜ୍ଞତାର ଏକ ଟୋକନ୍ ଭାବରେ, ଆମେ ଏକାଧିକ ସୋସିଆଲ୍ ମିଡିଆ ଫ୍ୟାକ୍ଟର୍ ଉପରେ ଆଧାର କରି ଏକ ରାଶି ଗଣନା କରୁ | (ଉଦାହରଣ:- ଲାଇକ୍, ସେୟାର, ଏନଗେଜ୍ଡ୍ ଭିୟୁ, ଡିସଲାଇକ୍, ୟୁଜର ରିପୋର୍ଟିଂ, ଇତ୍ୟାଦି) ।
ସରଳ ଭାଷାରେ କହିଲେ DH ଏକ ସହଜ ବାଟ ଯାଦ୍ବାରା ଆପଣ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହୋଇପାରିବେ ।
ଆଶା କରୁଛୁ ଆପଣ ଡିଏଚ୍ କ୍ରିଏଟରକୁ ଉପଭୋଗ କରୁଛନ୍ତି ।
କୌଣସି ସହଯୋଗ, ସାହାଯ୍ୟ ପାଇଁ ଆମକୁ creators@dailyhunt.in/ yourfriends@dailyhunt.inରେ ଇମେଲ କର
ଆମେ ନିଶ୍ଚିତ ଭାବେ ଆପଣଙ୍କ ସହ ଦିନେ-ଦୁଇ ଦିନ ଭିତରେ ଯୋଗାଯୋଗ କରିବୁ ।
ଡେଲିହଣ୍ଟରେ ପୋଷ୍ଟ କରିବା ଫଳରେ ଏହା ରୋଜଗାର ଲାଗି ମୋତେ କିପରି ସହଯୋଗ କରିବ? | କିପରି ଅର୍ଥ ପାଇବି? | କେତେ ପରିମାଣର ଅର୍ଥ ମୁଁ ପାଇପାରିବି? Afdrukken
Was dit antwoord nuttig? Ja Nee
Feedback versturenSorry dat we u niet kunnen helpen. Help ons om dit artikel te verbeteren met uw feedback.