ପ୍ରିୟ ୟୁଜର, ଏପରି ଅଭିଜ୍ଞତା ଲାଗି ଆମେ କ୍ଷମା ମାଗୁଛୁ । ଡେଲିହଣ୍ଟ ଥାର୍ଡ ପାର୍ଟ ଓ୍ବେବସାଇଟରୁ ଆପ୍‌ ଡାଉନଲୋଡ୍‌ କରିବାକୁ ପ୍ରୋତ୍ସାହିତ କରେ ନାହିଁ କିମ୍ବା ଏହା ଆପ ଡାଉନଲୋଡ୍ କରିବାକୁ ୟୁଜରଙ୍କୁ ସିଧାସଳଖ ଉତ୍ସାହିତ କରେ ନାହିଁ ।

ଆମର କେବଳ ରେଫରାଲ ପ୍ରୋଗ୍ରାମ ରହିଛି, ଯେଉଁଠି ଡେଲିହଣ୍ଟର ଜଣେ ୟୁଜର ଅନ୍ୟଜଣେ ୟୁଜରକୁ ରେଫର କରିପାରିବ । ଆମେ ୟୁଜରଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ସୂଚନାର ସୁରକ୍ଷା ପାଇଁ ଆମେ କାମ କରୁଛୁ ଏବଂ ଗୁଗଲ ପ୍ଲେ ଷ୍ଟୋରରୁ ସିଧାସଳଖ ଆପ୍‌ ଡାଉନଲୋଡ୍‌ ହୋଇପାରିବ ।

ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏବଂ ଆପଣଙ୍କ ପରି ଅନ୍ୟ ୟୁଜରମାନେ ଆମକୁ  yourfriends@dailyhunt.inରେ ଲେଖିପାରିବେ । କେଉଁ ଓ୍ବେବସାଇଟର ୟୁଆରଏଲରେ ଆପଣ ଏହି ଲିଙ୍କ ଦେଖିଥିଲେ । ଆମେ ଏହି ସମସ୍ୟାର ସମାଦାନ ପାଇଁ ଶତ ପ୍ରତିଶତ ଚେଷ୍ଟା କରିବୁ ।