ଡେଲିହଣ୍ଟ ନିକଟରୁ ଶୁଭେଚ୍ଛା ।
ଡେଲିହଣ୍ଟ ଆପ୍ ଖୋଲନ୍ତୁ, ଏହାର ବାମପଟେ ଉପରେ ଥିବା ଆନିମେଟେଡ୍ ଆଇକନ୍ରେ କ୍ଲିକ କଲେ ଆପଣଙ୍କୁ ଦୁଇଟି ଅପ୍ସନ ମିଳିବ ।
1. ତୁମ ନାମ ଲେଖ
2. ତୁମ ୟୁଜର ନେମ୍ ଲେଖ
ଯଦି ଆପଣ ଅନ୍ୟ ଅପ୍ସନ ଉପରେ କ୍ଲିକ୍ କରିବେ ତେବେ ଆପଣ 3ଟି ଅପ୍ସନ ଦେଖିବେ
1. ମୋବାଇଲ ନମ୍ବର ଦେଇ ସାଇନ୍ ଇନ୍ କର
2. ଫେସ୍ବୁକ୍ ଜରିଆରେ ସାଇନ୍ ଇନ୍ କର
3. ଗୁଗ୍ଲ ଜରିଆରେ ସଇନ୍ ଇନ୍ କର
ଆଶା କରୁଛି ଏହା ଆପଣଙ୍କୁ ସହାୟତା କରିବ
ୟୁଜର ନେମ କିପରି ଆଡ୍ କରିବେ? Afdrukken
Was dit antwoord nuttig? Ja Nee
Feedback versturenSorry dat we u niet kunnen helpen. Help ons om dit artikel te verbeteren met uw feedback.