ହଁ, ତୁମେ ନିଜର ଆକ୍ଟିଭିଟି ଟ୍ରାକ୍ କରିପାରିବ । ଦୟାକରି ନିମ୍ନନିଲିଖ ଷ୍ଟେପ୍କୁ ଅନୁକରଣ କରନ୍ତୁ ।
.ଡେଲିହଣ୍ଟ ଆପ୍ରେ ନିଜ ପ୍ରୋଫାଇଲକୁ ଯାଆନ୍ତୁ
.ବାୟୋ ଅଧୀନରେ ଥିବା ଆକ୍ଟିଭିଟି ଟ୍ୟାବ୍ ଉପରେ କ୍ଲିକ କର
.ଟ୍ୟାବରୁ ଟାଇପ୍ (କମେଣ୍ଟ, ଲାଇକ୍ ଏବଂ ସେୟାର )ସିଲେକ୍ଟ କର
ଆଶା କରୁଛି ଆପଣ DH କ୍ରିଏଟରର ମଜା ନେଉଥିବେ ।
କୌଣସି ସାହାଯ୍ୟ ଓ ସହଯୋଗ ଲାଗି
[email protected]ରେ ଇ-ମେଲ ପଠାନ୍ତୁ ।
ଡେଲିହଣ୍ଟ ଆପ୍ରେ ମୋର ଆକ୍ଟିଭିଟିକୁ କିପରି ଟ୍ରାକ୍ କରିପାରିବି? Afdrukken
Was dit antwoord nuttig? Ja Nee
Feedback versturenHet spijt ons dat we u niet hebben kunnen helpen. Als u feedback geeft, kunnen we het artikel verbeteren.