ପ୍ରିୟ ୟୁଜର, ଆପଣଙ୍କ ଡିଭାଇସରେ ବ୍ୟାଟେରୀ ବ୍ୟବହାର ବଢିଯାଇଥିବାରୁ ଆମେ କ୍ଷମା ମାଗୁଛୁ । ଆମ ଆପ୍‌ ବ୍ୟବହାର ଫଳରେ କିପରି କମ୍‌ ବ୍ୟାଟେରୀ ସରିବ ସେଥିପାଇଁ ଆମେ ପ୍ରୟାସରତ ଅଛୁ ।

ଯାହାବି ହେଉ, ଆମେ ଆପଣଙ୍କ ଫିଡ୍‌ବ୍ୟାକ୍‌କୁ ନୋଟ୍‌ କରିଛୁ ଏବଂ ଏହାର ନିଶ୍ଚିତ ଯାଞ୍ଚ କରିବା ନେଇ ଆମ ଟେକ୍‌ ଟିମକୁ ଜଣାଇଛୁ ।