ଏହା ପଛର କାରଣ ହେଉଛି ଗୋଟିଏ କିମ୍ବା ଅଧିକ ଅପ୍ସନ୍ ସକ୍ଷମ କିମ୍ବା ଅକ୍ଷମ ହୋଇ ରହିଛି, ସ୍ଥିତି ଅନୁସାରେ ।
ଅପସ୍ନ-1: ଆପ୍ ସେଟିଂରେ ନୋଟିଫିକେସନକୁ ସକ୍ଷମ କରନ୍ତୁ
ଅପସ୍ନ-2: ଫୋନ ସେଟିଂରେ ଥିବା ‘Show Notifications’କୁ ସକ୍ଷମ କରନ୍ତୁ>> ଆପ୍ସ>> ମେନ୍ୟୁରେ ଥିବା ସିଲେକ୍ଟ “All”(କିମ୍ବା “Downloaded”)>> ଡେଲିହଣ୍ଟ
ଅପସ୍ନ-3: ଫୋନ୍ ସେଟିଂରେ ନୋଟିଫିକେସନକୁ ଅନବ୍ଲକ୍ କରନ୍ତୁ>> ନୋଟିଫିକେସନ>> ଆପ୍ ନୋଟିଫିକେସନ>> ଡେଲିହଣ୍ଟ ସିଲେକ୍ଟ >> ବ୍ଲକ୍
ନୋଟ- ଦୟାକରି ଧ୍ୟାନ ଦିଅନ୍ତୁ ଉପରୋକ୍ତ ପାଥ ଓ ଅପ୍ସନ ଅଲଗା ଅଲଗା ଡିଭାଇସରେ ଭିନ୍ନ ଭିନ୍ନ ହୋଇଥାଏ ।
ଅପସନ୍-4: ଫୋନ୍ ସେଟିଂରେ ନୋଟିଫିକେସନ ସେଟିଂରେ ଅନମ୍ୟୁଟ୍ କରନ୍ତୁ (ବେଲ୍ ଆଇକନକୁ ବ୍ୟବହାର କରନ୍ତୁ)
ଯଦି ଆପଣ କୌଣସି ଡେଲିହଣ୍ଟ ଲିଙ୍କ୍ ମ୍ୟୁଟେଡ୍ ହଇଥିବା
ଦେଖନ୍ତି, ତେବେ ଡେଲିହଣ୍ଟ ନୋଟିଫିକେସନକୁ ପ୍ରେସ୍ କରି ରଖନ୍ତୁ ଏବଂ ଡିଲିଟ କରନ୍ତୁ
ଯଦି ଏହାପରେ ମଧ୍ୟ ଆପଣ ନୋଟିଫିକେସନ ପାଉ ନାହାନ୍ତି, ତେବେ ଆମକୁ [email protected]ରେ ଲେଖନ୍ତୁ
Show Notifications'କୁ ସକ୍ଷମ କରିବା ପରେ କଣ ଆପଣ ନୋଟିଫିକେସନ ଫାଉନାହାନ୍ତି? Afdrukken
Was dit antwoord nuttig? Ja Nee
Feedback versturenSorry dat we u niet kunnen helpen. Help ons om dit artikel te verbeteren met uw feedback.