ହଁ, ଆମର ଡେଲିହଣ୍ଟ ଆପ୍‌ରେ ଲାଇଭ ଟିଭି ଚ୍ୟାନେଲ ଉପଲବ୍ଧ ରହିଛି । ପ୍ଲେ-ଷ୍ଟୋରରୁ ଆପ୍‌ର ଲାଟେଷ୍ଟ ଭର୍ଶନକୁ ଅପଡେଟ୍‌ କରନ୍ତୁ ଏବଂ ନିମ୍ନ ଲିଖିତ ପାଥ୍‌ ଅନୁକରଣ କରନ୍ତୁ ।

ଡେଲିହଣ୍ଟ ଖୋଲନ୍ତୁ>> ଟିଭି ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ>> ସେଟିଂ ଆଇକନ୍‌କୁ ସିଲେକ୍ଟ କରନ୍ତୁ>> ଅପଣ ପସନ୍ଦ କରୁଥିବା ଚ୍ୟାନେଲ ଓ ଟପିକ୍‌ ଚୟନ କରନ୍ତୁ>> ନିଜ ପ୍ଲେଲିଷ୍ଟରେ ଏହାକୁ ସାମିଲ କରନ୍ତୁ

ଆମେ ଆଶା କରୁଛି ଆପଣ ଡେଲିହଣ୍ଟରେ ନ୍ୟୁଜ୍‌ ଦେଖିବାର ମଜା ଉଠାଉଥିବେ ।

କୌଣସି ସହାୟତା/ସହଯୋଗ, ଯୋଗାଯୋଗ ଲାଗି ଆମକୁ ଇମେଲ୍‌ କରନ୍ତୁ
YourFriends@Dailyhunt.in