ଡେଲିହଣ୍ଟ ଆପ୍‌ ଖୋଲି ବାମ ପଟ କୋଣରେ ଥିବା ତୁମ ପ୍ରୋଫାଇଲ ଉପରେ କ୍ଲିକ୍‌ କର

ତିନି ଡଟ୍(ବିନ୍ଦୁ) ଉପରେ କ୍ଲିକ୍‌ କଲେ ଆପଣଙ୍କୁ 3ଟି ଅପ୍‌ସନ ମିଳିବ

1. ପ୍ରୋଫାଇଲ ଏଡିଟ୍‌ କର
2. ପ୍ରୋଫାଇଲ ସେୟାର କର
3. ପ୍ରୋଫାଇଲର ଲିଙ୍କକୁ କପି କର

ଏଡିଟ୍‌ ପ୍ରୋଫାଇଲ ଉପରେ କ୍ଲିକ୍‌ କର ଏବଂ ଆପଣ ୟୁଜର୍‌ ନେମ୍‌ ପରିବର୍ତ୍ତନ କରିବାକୁ ସକ୍ଷମ ହେବ

ଦୟାକରି ମନେ ରଖନ୍ତୁ ପ୍ରତି 60 ଦିନରେ ଥରେ ହିଁ ୟୁଜର ନେମ୍‌ ପରିବର୍ତ୍ତନ କରାଯାଇପାରିବ