ଆମେ ଆପଣଙ୍କୁ ସୂଚାଇ ଦେବାକୁ ଚାହୁଁଛୁ, ଯେଉଁ ସମସ୍ୟା "ERROR 24" ଭାବେ ଦେଖା ଦେଇଛି ସେଥିପାଇଁ ଆପ୍‌ ଡାଉନଲୋଡ୍‌ ହେଉନ ନାହିଁ । ଏହାର କାରଣ ହେଉଛି ପ୍ଲେ ଷ୍ଟୋର ଆପ୍‌ରେ କିଛି ସମସ୍ୟା ରହିଛି ।

"ERROR 24" ରୁ ବାହାରିବା ପାଇଁ ଷ୍ଟେପ୍‌ସ:
ଷ୍ଟେପ-1:
ସେଟିଂକୁ ଯାଆନ୍ତୁ>> “All Application”>>"Manage Application">> ଗୁଗଲ୍‌ ପ୍ଲେ ଷ୍ଟୋର ସିଲେକ୍ଟ କରନ୍ତୁ ।
ବର୍ତ୍ତମାନ Force Stop>>Clear Data>>Clear Cache.
ବର୍ତ୍ତମାନ ପୁଣି ଆପ୍‌କୁ ଡାଉନଲୋଡ୍‌ କିମ୍ବା ଅପଟେଡ୍‌ କରିବାକୁ ଚେଷ୍ଟା କରନ୍ତୁ ।

ଷ୍ଟେପ୍‌-2
ଯଦି ଉପରୋକ୍ତ ପ୍ରକ୍ରିୟା କାମରେ ନଲାଗେ, ତେବେ ସେଟିଂକୁ ଯାଆନ୍ତୁ>> ”All”>> ଗୁଗଲ ପ୍ଲେ ଷ୍ଟୋର ସିଲେକ୍ଟ କରନ୍ତୁ>> Uninstall Updates ।
ପୁଣି ଥରେ, “All”>> ସିଲେକ୍ଟ “Download Manager”>>Clear Data and Cache.

ଷ୍ଟେପ-3:
Error 24 ପାଇଁ ଆପଣ ସବିଷେଶ ବିବରଣୀକୁ ନିମ୍ନଲିଖିତ ଲିଙ୍କରେ ରେଫର କରିପାରିବେ ।
http://appslova.com/android-fix-error-24-app-installation-google-play/
ଯଦି ସମସ୍ୟା ଲାଗିରହେ ତେବେ ଆମକୁ YourFriends@Dailyhunt.in ମେଲ କରନ୍ତୁ